ମା’ ହେବାକୁ ଜିଦ କରୁଛି ‘ମଲ୍ଲୀ’ : ସପ୍ତାହେ ହେଲା ଆଚରଣରେ ଅସ୍ୱାଭାବିକ ପରିବର୍ତ୍ତନ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଧଳା କୁମ୍ଭୀର ‘ମଲ୍ଲୀ’ ମା’ ହେବା ଜିଦ୍‌ରେ ଅଟଳ। ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ଅଣ୍ତା ଦେବା ନିମନ୍ତେ ବସା ବାନ୍ଧିବା ପ୍ରକ୍ରିୟାରେ ବ୍ୟସ୍ତ। ଅଣ୍ତା ଦେବା ଓ ମା’ ହେବା ଜିଦ୍‌ରେ ସପ୍ତାହେ ହେଲା ତା’ର ଆଚରଣରେ ଅସ୍ୱାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ମଲ୍ଲୀ ପୂର୍ବରୁ ୨ଥର ଅଣ୍ତା … Continue reading ମା’ ହେବାକୁ ଜିଦ କରୁଛି ‘ମଲ୍ଲୀ’ : ସପ୍ତାହେ ହେଲା ଆଚରଣରେ ଅସ୍ୱାଭାବିକ ପରିବର୍ତ୍ତନ